ବଡ଼ମ୍ବା ବ୍ଳକ ଇନ୍ଦିରାବାସ ସାହି ନିକଟ ପାହାଡ଼ ପାଖରେ ବୃଦ୍ଧଙ୍କ ଗଳିତ ଶବ
By - Sadashiba Panda , 10:50 pm
ଗଡ଼ଜାତ ବ୍ୟୁରୋ : କଟକ ଜିଲ୍ଲା ବଡ଼ମ୍ବା ବ୍ଳକ ଅନ୍ତର୍ଗତ ଇନ୍ଦିରାବାସ ସାହି ନିକଟ ପାହାଡ଼ ପାଖରେ ଜଣେ ବୃଦ୍ଧଙ୍କ ଗଳିତ ମୃତ ଦେହ ଠାବ ହୋଇଛି । ମିଳିଥିବା ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣଙ୍କ ବଡ଼ମ୍ବା ଗୁହାଳ ସାହି ଗ୍ରାମର ବୋଲି ଜଣାପଡ଼ିଛି । ବ୍ୟକ୍ତି ଜଣଙ୍କ ଆଜିକୁ ଆଠ ଦଶ ଦିନ ଧରି ନିଖୋଜ ଥିଲେ । ଆଜି ସକାଳେ ତାଙ୍କର ମୃତଦେହ ଦେଖିବାକୁ ମିଳିଥିଲା ।।
ଅଧିକ ଖବର ପଢ଼ିବା ପାଇଁଁ - Like Follow and Subscribe Gadajat News
youtube.com/gadajatnews
facebook.com/gadajatnews
twitter.com/gadajatnews
Comments
Post a Comment