ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

By - Sadashiba Panda  ,,    06:30 pm


*ଅଯୋଧ୍ୟାରେ ଚୋରି; ଲୁଟି ନେଲେ ରାମ ଜନ୍ମଭୂମିର ଶୋଭା ବଢ଼ାଉ ଥିବା ୫୦ ଲକ୍ଷର ଲାଇଟ୍ ।।
*ଚୋରି ହୋଇଗଲା ରାମ ଜନ୍ମଭୂମି ଅଯୋଧ୍ୟାର ଶୋଭା ବଢ଼ାଉ ଥିବା ଆଲୋକ । ୫୦ ଲକ୍ଷ ଟଙ୍କା ବ୍ୟୟରେ ଅଯୋଧ୍ୟାରେ ଲଗାଯାଇଥିବା ଆଲୋକ ମାଳା ଚୋରି ହୋଇଯାଇଛି । ପୋଲିସର ସୂଚନା ଅନୁଯାୟୀ ଚୋରି ହୋଇଥିବା ବାମ୍ବୋ ଲାଇଟ୍ ଓ ପ୍ରୋଜେକ୍ଟର ଲାଇଟର ଦାମ ୫୦ ଲକ୍ଷ ଟଙ୍କା ହେବ ।।
*ଏହି ପ୍ରୋଜେକ୍ଟର ଲାଇଟ ଅଯୋଧ୍ୟାର ଭକ୍ତିପଥ ଓ ରାମ ପଥର ଶୋଭା ବଢ଼ାଉ ଥିଲା । ହାଇ ସିକ୍ୟୁରିଟି ଏରିଆରେ ଥିବା ଏହି ଆଲୋକ ଚୋରି ହେଇଯିବାକୁ ନେଇ ଚିନ୍ତା ବଢ଼ିଛି । ଏନେଇ ରାମ ଜନ୍ମଭୂମି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......