ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ପିକଅପ୍ । ଡ଼୍ରାଇଭର ଗୁରୁତର !!
ଗଡ଼ଜାତ ନ୍ୟୁଜ ( ବ୍ୟୁରୋ ) :: କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଗୋପିନାଥପୁର ଛକ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପିଟିଲା ପିକ୍ଅପ ଭ୍ୟାନ ଡ୍ରାଇଭର ଗୁରୁତର ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି । ଗୁରୁତର ଆହତ ଡ୍ରାଇଭର ଜଣଙ୍କ ହେଲେ ବଡ଼ମ୍ବା ଥାନା ଅନ୍ତର୍ଗତ ବନମାଳୀପୁର ଗ୍ରାମର ହରିହର ସାହୁଙ୍କ ପୁଅ ତ୍ରିଲୋଚନ ସାହୁ ବୋଲି ଜଣାପଡ଼ିଛି । ତେବେ ତ୍ରିଲୋଚନ ଅତ୍ୟଧିକ ମଦ୍ୟପାନ କରିଥିବା ଜାଣିବାକୁ ମିଳିଛି ।।
Comments
Post a Comment