ଦଣ୍ଡମୁକ୍ତ ଅଞ୍ଚଳରେ କଠୋର ଦଣ୍ଡ

ବଲ ବାଜିଲା ବୋଲି ଛାତ୍ରର ହାତମୋଡି ଭାଙ୍ଗିଦେଲେ ପ୍ରଧାନ ଶିକ୍ଷକ !!! 
ପ୍ରଧାନଶିକ୍ଷକଙ୍କ ଅମାନୁଷିକ କାଣ୍ଡ , ଦେହରେ ବଲ୍‌ ବାଜିବାରୁ ରାଗିଗଲେ ପ୍ରଧାନଶିକ୍ଷକ ,ହେଲେ କିଛି ବୁଝିବା ପୂର୍ବରୁ ଛାତ୍ରଙ୍କୁ ରାଗରେ ଗାଳି କରିବା ସହ ଦୁଇ ହାତକୁ ମୋଡି ଭାଙ୍ଗି ଦେଲେ । ଏମିତି ଏକ ଅମାନୁଷିକ/ଅମାନବୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଳକ ବାରଭାୟା ପ୍ରାଥମିକ ବିଦ୍ୟାଳୟରେ । ଆଜି ଆହତ ଛାତ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ଶିଶୁଭବନ ପଠାଯାଇଛି ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......