ଆସନ୍ତା ଏପ୍ରିଲ ୦୨ ତାରିଖରୁ ରାଜ୍ୟବ୍ୟାପୀ ସକାଳୁଆ ସ୍କୁଲ

ଗଡ଼ଜାତ ନ୍ୟୁଜ ବ୍ୟୁରୋ :  ଏପ୍ରିଲ ୦୨ ରୁ ସକାଳୁଆ ସ୍କୁଲ । ରାଜ୍ୟରେ ଏପ୍ରିଲ ୦୨ ରୁ ସକାଳୁଆ ସ୍କୁଲ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ।ଯେଉଁଭଳି ଭାବରେ ରାଜ୍ୟରେ ତାତି ବଢ଼ୁଛି , ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା । ମାଲକାନଗିରିରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ । ପିଲାମାନେ ଏତେ ତାତିରେ କିପରି ସ୍କୁଲ ଯିବେ ତାହା ଉପରେ ଦୃଷ୍ଟି ଦିଆଯାଇଛି ।।

ଅଧିକ ପଢ଼ନ୍ତୁ ଓଡିଶା ଖବର


Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......