ନିଖୋଜ ଯୁବକ ପୁରୀରୁ ଉଦ୍ଧାର

ନରସିଂହପୁର ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର
ଜ୍ଞାନ ରଞ୍ଜନ ପଣ୍ଡା (୧୯ ବର୍ଷ) ଶନିବାର ସଂଧ୍ୟା ୦୮:୩୦ ସମୟରେ ଭୁବନେଶ୍ୱର ଅଶୋକ ନଗରରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ । ଆଜି ସଂଧ୍ୟାରେ ତାଙ୍କୁ ପୁରୀରୁ ଉଦ୍ଧାର କରାଯାଇଥିବା ନେଇ ସୁଚନା ମିଳିଛି ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......