ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । କଟକ, ଯାଜପୁର ଓ କନ୍ଧମାଳରେ ସରିନାହିଁ ପ୍ରାର୍ଥୀ ଚୟନ

ବ୍ୟୁରୋ ରିପୋର୍ଟ (ଗଡ଼ଜାତ ନ୍ୟୁଜ) : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥିରେ ଓଡିଶାର ୧୮ ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ କଟକ, ଯାଜପୁର ଏବଂ କନ୍ଧମାଳ ଲୋକସଭା ଆସନ ପାଇଁ କୈାଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ । ଯାହା ଅନୁମାନ କରାଯାଉଛି ଏହି ଆସନ ଗୁଡ଼ିକ ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ସମ୍ଭାବ୍ୟ ପ୍ରାର୍ଥୀ ଚୟନ ଚୁଡାନ୍ତ କରିପାରିନାହାନ୍ତି କିମ୍ବା ହେଉଥିବା ଚର୍ଚ୍ଚା ଅନୁସାରେ କଟକରୁ ଭର୍ତ୍ତୃହରି ମହତାବ ବିଜେପିରୁ ଲଢ଼ିବା ନେଇ ଦଳ ଅପେକ୍ଷା କରିଛି ।।

Comments

Popular posts from this blog

ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ିରେ ଏକାଠି ଗଲେ ୦୩ ସ୍ବାଧୀନ ବିଧାୟକ

ବଡ଼ମ୍ବାରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ଜୋରଦାର ବିରୋଧର ସାମନା କଲେ ନବାଗତ ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ !!!!

ପୋଲିସ ବାବୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ