କେବେ କେଉଁଠି କେମିତି ହବ ନିର୍ବାଚନ । ଜାଣିବା ଆସନ୍ତୁ
ପ୍ରଥମ ପର୍ଯ୍ୟାୟ ୧୩ ମେ' ରେ କଳାହାଣ୍ଡି , କୋରାପୁଟ , ବ୍ରହ୍ମପୁର , ନବରଙ୍ଗପୁରରେ ୦୪ ଲୋକସଭା ୨୮ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ।।
ଦ୍ଵିତୀୟ ପର୍ଯ୍ୟାୟ ୨୦ ମେ' ରେ ଆସିକା , ବଲାଙ୍ଗିର , ବରଗଡ଼ , ସୁନ୍ଦରଗଡ଼ , କନ୍ଧମାଳରେ ୦୫ ଲୋକସଭା ୩୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ।।
ସେହିପରି ତୃତୀୟ ପର୍ଯ୍ୟାୟ ୨୫ ମେ' ରେ ସମ୍ବଲପୁର , କଟକ , ପୁରୀ , କେନ୍ଦୁଝର , ଢେଙ୍କାନାଳ , ଭୁବନେଶ୍ଵରରେ ୦୬ ଲୋକସଭା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ଏବଂ ଚତୁର୍ଥ ପର୍ଯ୍ୟାୟ ୦୧ ଜୁନ ରେ ମୟୁରଭଞ୍ଜ , କେନ୍ଦ୍ରାପଡ଼ା , ଯାଜପୁର , ବାଲେଶ୍ଵର , ଭଦ୍ରକ , ଜଗତସିଂହପୁରରେ ୦୬ ଲୋକସଭା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ବୋଲି ଇସିଆଇ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।।
Comments
Post a Comment