ଗୁପ୍ତେଶ୍ୱର କ୍ରିକେଟ କ୍ଳବର ଦିବାରାତ୍ର ମ୍ୟାଚ

କୋକୋଳବା ବାବା ଗୁପ୍ତେଶ୍ୱର କ୍ରିକେଟ୍ କ୍ଲବ୍ ଆନୁକୁଲ୍ୟରେ ହୋଇଥିବ ଦିବାରାତ୍ରି ସୀମିତ ଓଭର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରେ ଡିମିରିଆ ବିଜୟୀ । ୦୮ ଟି ଦଳକୁ ନେଇ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ଦଳକୁ ପଛରେ ପକାଇ ମର୍ଦମେଖ ଏବଂ ଡିମିରିଆ ଫାଇନାଲ ପ୍ରବେଶ କରି ଫାଇନାଲ ମ୍ୟାଚ୍ ଖେଳିଥିଲେ ଏହି ମ୍ୟାଚରେ ଡିମିରିଆ ପ୍ରଥମେ ବ୍ୟାଟିଂ କରି ୦୫ ଓଭରରେ ୩୧ ରନ୍ ସଂଗ୍ରହ କରିଥିଲା ଜବାବରେ ମର୍ଦ୍ଧମେଖ ମାତ୍ର ୦୬ ରନ୍ କରି ତାର ସବୁ ୱିକେଟ୍ ହରାଇ ଡିମିରିଆକୁ ବିଜୟୀ କରିଥିଲା । ଏହି ଅବସସରେ ଯୁବ ବିଜୁଜନତା ଦଳର ସଭାପତି ନିର୍ମଳ କୁମାର ଜେନା, ବ୍ଳକ ଉପାଧକ୍ଷ ନାରାୟଣ ନାୟକ, ରମଣୀ ରଂଜନ ରାଉତ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......