ସାଧାରଣ ନିର୍ବାଚନ ପାଇଁ ଘୋଷଣା

ସାଧାରଣ ନିର୍ବାଚନ - ୨୦୨୪ର କାର୍ଯ୍ୟସୂଚୀ ଆସନ୍ତାକାଲି ଘୋଷଣା କରିବାକୁ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆସନ୍ତାକାଲି ୧୬ ମାର୍ଚ୍ଚ ଅପରାହ୍ନ ୩ ଟାରେ ହେବ ସାମ୍ବାଦିକ ସମ୍ମିଳନୀ । ଏବ° ଏହା ECI ର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସିଧା ପ୍ରସାରଣ ହେବ ।।

#GeneralElections2024

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......