ଆଦର୍ଶ ଆଚରଣ ବିଧି ଓ ନିରପେକ୍ଷତା ବଜାୟ ରଖିବାକୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ
ମାର୍ଚ୍ଚ 16 ରୁ ସାରା ରାଜ୍ୟରେ ଆଦର୍ଶ ଆଚରଣ ସଂହିତା (Model Code of Conduct) ଲାଗୁ ହୋଇଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆଚରଣ ଵିଧି ପାଳନ ତଥା ନିରପେକ୍ଷତା ବଜାୟ ରଖିବା ପାଇଁ ସମସ୍ତ ସରକାରୀ କର୍ମଚାରୀ ଓ ବିଭାଗୀୟ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
#OdishaElections #SGE2024
ଆସନ୍ତା ସାଧାରଣ ନିର୍ବାଚନରେ ନିଶ୍ଚିତ ଭୋଟ ଦିଅନ୍ତୁ ଓ ଗଣତନ୍ତ୍ର ପ୍ରତି ନିଜ କର୍ତ୍ତବ୍ୟର ପାଳନ କରନ୍ତୁ ।।
ପ୍ରତ୍ୟେକଟି ଭୋଟ ମୂଲ୍ୟବାନ ।।
#NirbachanKaParv #DeshKaGarv
Comments
Post a Comment