କଂଗ୍ରେସ ଦଳରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ପ୍ରଭାକର ମିଶ୍ର
ନରସିଂହପୁର (ଗଡ଼ଜାତ ବ୍ୟୁରୋ) : ବରିଷ୍ଠ ନେତା ପ୍ରଭାକର ମିଶ୍ର କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ।
ଏନେଇ ତାଙ୍କର ଇସ୍ତଫା ପତ୍ର ରାଜ୍ୟ କଂଗ୍ରେସ ସଭାପତି ଶରତ କୁମାର ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି
ଶ୍ରୀଯୁକ୍ତ ମିଶ୍ର 1971 ମସିହାରୁ କଂଗ୍ରେସ ଦଳ ସହିତ ଜଡ଼ିତ ଥିଲେ।
1973 ମସିହାରୁ 1985 ମସିହା ପର୍ଯ୍ୟନ୍ତ ବ୍ଲକ ଯୁବ କଂଗ୍ରେସ ସଭାପତି
1985 ରୁ 1995 ପର୍ଯ୍ୟନ୍ତ ବ୍ଲକ କଂଗ୍ରେସ ସଭାପତି
1995 ରୁ 2001 ପର୍ଯ୍ୟନ୍ତ କଟକ ଜିଲ୍ଲା କଂଗ୍ରେସ ସଂପାଦକ
1985 ରୁ 1991 ଏଵଂ 2017 ରୁ 2022 ପର୍ଯ୍ୟନ୍ତ ଦୁଇଥର ନିଜିଗଡ ପଞ୍ଚାୟତ ସରପଞ୍ଚ ବର୍ତ୍ତମାନ ସରପଞ୍ଚ ଙ୍କ ପ୍ରତିନିଧି ଅଛନ୍ତି ।
1992 ରୁ 1997 ପର୍ଯ୍ୟନ୍ତ ନିଜିଗଡ ସମିତି ସଭ୍ୟ ଥିଲେ ।
1993 ରୁ 1998 ପର୍ଯ୍ୟନ୍ତ ନିଜିଗଡ ସେବା ସମବାୟ ସମିତିର ସଭାପତି
1998 ରୁ 2003 ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ କର୍ମଚାରୀ (ଘରୋଇ) ସଂଘ ସଭାପତି
1993 ରୁ 1997 ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କର୍ମଚାରୀ ସଂଘ ନରସିଂହପୁର ଜୋନ୍ ର ସଭାପତି
1980 ରୁ 1992 ପର୍ଯ୍ୟନ୍ତ ନରସିଂହପୁର ମହାବିଦ୍ୟାଳୟ ର ସମ୍ପାଦକ
1973 ରୁ 1980 ପର୍ଯ୍ୟନ୍ତ ଦଳିତ ଯୁବ ପରିଷଦ ର ସଭାପତି
1988 ରୁ 1996 ପର୍ଯ୍ୟନ୍ତ ଭୁବନେଶ୍ୱର ମହର୍ଷି ମହିଳା ମହାବିଦ୍ୟାଳୟର ଉପ ସଭାପତି
1986 ରୁ 1994 ପର୍ଯ୍ୟନ୍ତ ଯୁବ କଲ୍ୟାଣ ପରିଷଦର ସଭାପତି
1980 ରୁ 1987 ପର୍ଯ୍ୟନ୍ତ ଭାରତ ସେବକ ସମାଜର ସଭାପତି
1994 ରୁ 1998 ପର୍ଯ୍ୟନ୍ତ ବଡ଼ମ୍ବା ଭଟ୍ଟାରିକା ଫାଉଣ୍ଡେସନ ଉପ ସଭାପତି
1976 ରୁ 1981 ହରିଚନ୍ଦନପୁର ଯୁବ ମଣ୍ଡଳ ସଭାପତି ସହିତ
ବର୍ତ୍ତମାନ ସ୍ୱର୍ଣ୍ଣ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ବରିଷ୍ଠ ନାଗରିକ ମଞ୍ଚର ସଭାପତି , ଅନନ୍ତ ନାରାୟଣ କ୍ଲବର କାର୍ଯ୍ୟକାରୀ ସଭାପତି ସହିତ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଅଛନ୍ତି ପ୍ରଭାକର ମିଶ୍ର ।।
Comments
Post a Comment