ବିଧିବଦ୍ଧ ଭାବେ ବିଜେଡ଼ିରେ ମିଶିଲେ ପ୍ରକାଶ ଚନ୍ଦ୍ର ବେହେରା !!

ବିଜେପିର ପୂର୍ବତନ କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଏବେ ବିଜେଡ଼ିରେ

By - Sadashiba Panda , 10:30pm


ଭୁବନେଶ୍ୱର , ୩/୪ (ଗଡ଼ଜାତ ବ୍ୟୁରୋ) : ବିଜେଡିରେ ମିଶିଲେ ପ୍ରକାଶ ବେହେରା । ସାଲେପୁରର ପୂର୍ବତନ ବିଧାୟକ ତଥା ବିଜେପିର ପୂର୍ବତନ କଟକ ଜିଲ୍ଲା ସଭାପତି ଆଜି ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେଇଛନ୍ତି ।।

ବିଜେଡିରେ ମିଶିଲେ ପ୍ରକାଶ ବେହେରା । ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପିର ପୂର୍ବତନ କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଦଳରୁ ଇସ୍ତଫା ଦେବା ପରେ ଆଜି ବିଜେଡିରେ ମିଶିଛନ୍ତି। ।।

ଅନ୍ୟପକ୍ଷରେ ପ୍ରକାଶ ବିଜେଡିରେ ମିଶିବା ପରେ ସାଲେପୁର ଆସନ ପାଇଁ ବିଜେଡି ଟିକଟ କାହାକୁ ମିଳିବ ସେ ନେଇ ଚର୍ଚ୍ଚା ହେଉଛି । ସାଲେପୁର ଆସନ ପାଇଁ ପ୍ରକାଶ ଟିକଟ ହାତେଇବେ ନା ପ୍ରଶାନ୍ତ ବେହେରା ରିପିଟ ହେବେ ତାକୁ ନେଇ ଉଭୟ ନେତାଙ୍କ ସମର୍ଥକ ଓ କର୍ମୀଙ୍କ ମଧ୍ୟରେ ଆଲୋଚନା ସରଗରମ ହେବାରେ ଲାଗିଛି ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......