ଘଟିବାକୁ ଯାଉଛି ମହାଜାଗତିକ ଦୃଶ୍ୟ , ଦିନ ହେବ ରାତି !!!

ଘଟିବାକୁ ଯାଉଛି ମହାଜାଗତିକ ଦୃଶ୍ୟ , ଦିନ ହେବ ରାତି  !!
By - Sadashiba Panda , 07:30 pm
ଗଡ଼ଜାତ ବ୍ୟୁରୋ :  ଆସନ୍ତା ୦୮ ତାରିଖରେ ଦିନ ହୋଇଯିବ ରାତି । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ କିଛି ଏମିତି ଚର୍ଚ୍ଚା ଏବେ ଜୋର ଧରିଛି ।  ମୋଟ୍‌ ଉପରେ ଘଟିବାକୁ ଯାଉଛି ମହାଜାଗତିକ ଦୃଶ୍ୟ । ଆସନ୍ତା ଏପ୍ରିଲ ୦୮ ତାରିଖରେ ଏ ବର୍ଷର ବଡ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । କାରଣ ଏପ୍ରିଲ ୦୮ ରେ  ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଗ୍ରାସ କରିବ ଚନ୍ଦ୍ର ।।

ଯେଉଁଥି ଲାଗି କୁହାଯାଉଛି କି ଦିନ ହୋଇଯିବ ରାତି । ଘୋଟିଆସିବ କାଳ ଅନ୍ଧାର । ତେବେ ଏହାର  ପ୍ରଭାବ କାନାଡା , ଆମେରିକା , ମେକ୍ସିକୋ ଏବଂ ଉତ୍ତର ଆମେରିକାର  କିଛି ଭାଗରେ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା , ଏ ପରାଗ କିନ୍ତୁ ଭାରତରେ କୌଣସି ପ୍ରଭାବ ପକାଇବ ନାହିଁ । ହେଲେ ବି ରାତି ଦିନ ହେବା କଥା ଶୁଣିବା ପରେ ଏବେ ଚର୍ଚ୍ଚା ଜୋର ।।

Comments

Popular posts from this blog

ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ିରେ ଏକାଠି ଗଲେ ୦୩ ସ୍ବାଧୀନ ବିଧାୟକ

ବଡ଼ମ୍ବାରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ଜୋରଦାର ବିରୋଧର ସାମନା କଲେ ନବାଗତ ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ !!!!

ପୋଲିସ ବାବୁଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ