ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର
By - Sadashiba Panda 10:15 am
ଗଡ଼ଜାତ ବ୍ୟୁରୋ ୦୭/୦୪ : ବିଜେପିରୁ ଇସ୍ତଫା ଦେଲେ ବିଜେପି ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର ।।
ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ ପଠେଇଲେ ଇସ୍ତଫାପତ୍ର । ବିଜେପି ନେତୃତ୍ଵ ଉପରେ ବିଶ୍ୱାସ ହରାଇଥିବାରୁ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ଲେଖାଶ୍ରୀ ।
୨୦୨୪ ସାଧାରଣ ନିର୍ବାଚନକୁ ଆଉ ଅଳ୍ପଦିନର ସମୟ ଥିବା ବେଳେ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ବିଜେପି ଛାଡ଼ିବା ଦଳ ପାଇଁ ବୁମେରାଂ ହେବ ।।
Comments
Post a Comment