ଅପରାଜିତା ଷଡ଼ଙ୍ଗୀ ହେଲେ ଆଇପିୟୁ ଉପସଭାପତି !!!

By - Sadashiba Panda  ,,    11:05 am

ଭୁବନେଶ୍ୱର, ୨୪/୭ (ଗଡ଼ଜାତ ବ୍ୟୁରୋ) :  ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍‌ ଗ୍ରୁପ ଆଇପିୟୁ ଉପସଭାପତି । ଆଇପିୟୁ (IPU) କାର୍ଯ୍ୟକାରୀ କମିଟି ଦ୍ବାରା ମନୋନୀତ ହୋଇଥିବା ସୂଚନା ଦେଇଛନ୍ତି ସାଂସଦ ଅପରାଜିତା । ସେ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି ଏହି ଖବର ଦେଛନ୍ତି ।।

ତେବେ ଶ୍ରୀମତି ଷଡ଼ଙ୍ଗୀ ବାଚସ୍ପତି ଓମ୍‌ ବିର୍ଲାଙ୍କ ଜରିଆରେ ଏହି ସୂଚନା ପାଇଥିବା ତାଙ୍କ ଏକ୍ସ ଆକାଉଣ୍ଟରେ ଜଣାଇଛନ୍ତି । ଗତ ମାର୍ଚ୍ଚରେ ଜେନିଭାରେ ଆଇପିୟୁ ଆସେମ୍ବ୍‌ଲିରେ ଭାଗ ନେଇଥିଲେ । ଏସିଆ ପାସିଫିକ୍ ଗ୍ରୁପ୍ ସାଂସଦକୁ ନେଇ ଆଇପିୟୁ-ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ ଗଠିତ ହୋଇଛି ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......