କାଲି ଭାଙ୍ଗିବ ବୈକୁଣ୍ଠ ଧାମ !!!

By - Sadashiba Panda  ,,    08:36 pm

ଭୁବନେଶ୍ବର : ଆସନ୍ତକାଲି ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ । ମାଟିରେ ମିଶିବ ଖଣ୍ଡଗିରି ସ୍ଥିତ କୁନି ସାରଥୀଙ୍କ ବୈକୁଣ୍ଠଧାମ ଆଶ୍ରମ । ବିଡିଏର ପକ୍ଷରୁ କରାଗଲା ଘୋଷଣା । ଆସନ୍ତାକାଲି ସକାଳ ୦୮ ରୁ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ହେବ । ଡାକବାଜି ଯନ୍ତ୍ରରେ ଆଶ୍ରମ ଖାଲି କରିବାକୁ ବିଡିଏ ପକ୍ଷରୁ ପ୍ରଚାର କରାଯାଇଛି । ବିବାଦ ସୃଷ୍ଟି ପରେ ସରକାରୀ ଜମିରେ ଆଶ୍ରମ ରହିଛି କି ନାହିଁ ତାହା ମାପଚୁପ କରିଥିଲା ବିଡିଏ ।।

ସୂଚନାଯୋଗ୍ୟ, ଜଣେ ପିଲାକୁ କୁନି ସାରଥୀ ଭାବେ ବସାଇ ଆଶ୍ରମରେ ତାଙ୍କୁ କଳକୀ ଅବତାର ବୋଲି ଦର୍ଶାଯାଇଥିଲା । ପିଲାର ଗୋଡ଼ରେ ତୁଳସୀ ଦିଆଯିବା ଫଟୋ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା ।।

Comments

Popular posts from this blog

ଆସନ୍ତା କାଲିଠାରୁ ପରୀକ୍ଷା ମୂଳକ ଭାବେ ଆସିବ ସୁଭଦ୍ରା ଯୋଜନା ଏକ ଟଙ୍କା

ଅଯୋଧ୍ୟା ରାମ ମନ୍ଦିରରୁ ୫୦ ଲକ୍ଷର ଲାଇଟ୍ ଚୋରି , ବାଜିରେ ଲାଗିଲା ଡବଲ ଇଞ୍ଜିନର ହାଇସିକ୍ୟୁରିଟି !!!

ସ୍କୁଲ -କଲେଜ ଶିକ୍ଷକ -କର୍ମଚାରୀ ସମନ୍ୱୟ ସମିତି ବୈଠକ ......